| _version_ | 1866901690543767552 |

| author | ମାଝୀ, ସୁବ୍ରତ |
| author_facet | ମାଝୀ, ସୁବ୍ରତ |
| contents |
ସଂକ୍ଷିପ୍ତସାର

ସାଂପ୍ରତିକ ଓଡ଼ିଆ ନାଟ୍ୟସାହିତ୍ୟର ଧାରାରେ ଯଶସ୍ୱୀ ନାଟ୍ୟକାର ବିଜୟ କୁମାର ଶତପଥୀଙ୍କ ନାମ ସ୍ୱତନ୍ତ୍ର । ଜୀବନ ସହିତ ସମାଜ ଓ ସଂସ୍କୃତିକୁ ସମନ୍ୱିତ କରି ତାଙ୍କ ନାଟ୍ୟଜଗତ ଗତିଶୀଳ । ପରମ୍ପରା ପ୍ରତି ସଚେତନ ହୋଇ ଅବକ୍ଷୟରୂପୀ ସାମଜିକ ମୂଲ୍ୟବୋଧର ପୁନଃ ପ୍ରତିଷ୍ଠା କରିବା ଓ ମାନବବାଦର ଜୟଗାନ କରିବା ତାଙ୍କ ନାଟକର ମୂଳନୀତି । କେତେବେଳେ ଲୋକଉପାଦାନର ଆରୋପଣ ଭିତରେ ତ ପୁଣି କେତେବେଳେ ମିଥ୍ ପୁନଃମୂଲ୍ୟାୟନର ଅନ୍ତରାଳରେ ନାଟ୍ୟକାର ଶୁଣାଇଛନ୍ତି ସାମାଜିକ ଅଙ୍ଗୀକାରର ବାର୍ତ୍ତା । ଆଲୋଚନାଟି ନାଟ୍ୟକାରଙ୍କ ବହୁ ଆଦୃତ ନାଟକ ‘ନଷ୍ଟନୀଡ଼ର ଉପକଥା’ ଆଧାରିତ । ଏଠାରେ ଆଧୁନିକ ମଣିଷର ଚେତନା, ଜୀବନ ପ୍ରତି ନାଟ୍ୟକାରଙ୍କ ଦୃଷ୍ଟିଭଙ୍ଗୀ ଓ ସାମାଜିକ ପ୍ରତିବଦ୍ଧତାକୁ ଆକଳନ କରାଯାଇଛି ।

| format | Recurso digital |
| id | zenodo_https___doi_org_10_5281_zenodo_14914976 |
| institution | Zenodo |
| language | ory |
| publishDate | 2025 |
| publisher | Zenodo |
| record_format | zenodo |
| spellingShingle | ଏକବିଂଶ ଶତାବ୍ଦୀର ଜୀବନଗାଥା: 'ନଷ୍ଟନୀଡ଼ର ଉପକଥା' ମାଝୀ, ସୁବ୍ରତ ପ୍ରମୁଖ ଶବ୍ଦାବଳୀ: ଏକବିଂଶ ଶତାବ୍ଦୀର ଓଡ଼ିଆ ନାଟକର ଧାରା, ନାଟକ, ପଢ଼ିଗତ ବ୍ୟବଧାନ, ବ୍ୟକ୍ତିସ୍ୱତନ୍ତ୍ରତା, ସାମାଜିକ ବାସ୍ତବତା, ଜୀବନବାଦୀ ଦୃଷ୍ଟିଭଙ୍ଗୀ ।
ସଂକ୍ଷିପ୍ତସାର

ସାଂପ୍ରତିକ ଓଡ଼ିଆ ନାଟ୍ୟସାହିତ୍ୟର ଧାରାରେ ଯଶସ୍ୱୀ ନାଟ୍ୟକାର ବିଜୟ କୁମାର ଶତପଥୀଙ୍କ ନାମ ସ୍ୱତନ୍ତ୍ର । ଜୀବନ ସହିତ ସମାଜ ଓ ସଂସ୍କୃତିକୁ ସମନ୍ୱିତ କରି ତାଙ୍କ ନାଟ୍ୟଜଗତ ଗତିଶୀଳ । ପରମ୍ପରା ପ୍ରତି ସଚେତନ ହୋଇ ଅବକ୍ଷୟରୂପୀ ସାମଜିକ ମୂଲ୍ୟବୋଧର ପୁନଃ ପ୍ରତିଷ୍ଠା କରିବା ଓ ମାନବବାଦର ଜୟଗାନ କରିବା ତାଙ୍କ ନାଟକର ମୂଳନୀତି । କେତେବେଳେ ଲୋକଉପାଦାନର ଆରୋପଣ ଭିତରେ ତ ପୁଣି କେତେବେଳେ ମିଥ୍ ପୁନଃମୂଲ୍ୟାୟନର ଅନ୍ତରାଳରେ ନାଟ୍ୟକାର ଶୁଣାଇଛନ୍ତି ସାମାଜିକ ଅଙ୍ଗୀକାରର ବାର୍ତ୍ତା । ଆଲୋଚନାଟି ନାଟ୍ୟକାରଙ୍କ ବହୁ ଆଦୃତ ନାଟକ ‘ନଷ୍ଟନୀଡ଼ର ଉପକଥା’ ଆଧାରିତ । ଏଠାରେ ଆଧୁନିକ ମଣିଷର ଚେତନା, ଜୀବନ ପ୍ରତି ନାଟ୍ୟକାରଙ୍କ ଦୃଷ୍ଟିଭଙ୍ଗୀ ଓ ସାମାଜିକ ପ୍ରତିବଦ୍ଧତାକୁ ଆକଳନ କରାଯାଇଛି ।

| title | ଏକବିଂଶ ଶତାବ୍ଦୀର ଜୀବନଗାଥା: 'ନଷ୍ଟନୀଡ଼ର ଉପକଥା' |
| topic | ପ୍ରମୁଖ ଶବ୍ଦାବଳୀ: ଏକବିଂଶ ଶତାବ୍ଦୀର ଓଡ଼ିଆ ନାଟକର ଧାରା, ନାଟକ, ପଢ଼ିଗତ ବ୍ୟବଧାନ, ବ୍ୟକ୍ତିସ୍ୱତନ୍ତ୍ରତା, ସାମାଜିକ ବାସ୍ତବତା, ଜୀବନବାଦୀ ଦୃଷ୍ଟିଭଙ୍ଗୀ । |
| url | https://doi.org/10.5281/zenodo.14914976 |