ଐତିହାସିକ ପ୍ରମାଣିକତାରୁ ଡ଼ଃ ମହତାବଙ୍କ 'ଦଶବର୍ଷର ଓଡ଼ିଶା', 'ଗାନ୍ଧିଜୀ ଓ ଓଡ଼ିଶା'"

Fuente: Zenodo
Saved in:
Bibliographic Details
Main Author: ସାହୁ, ଅଜୟ କୁମାର
Format: Recurso digital
Language:Odia
Published: Zenodo 2025
Subjects:
Online Access:
Tags: Add Tag
No Tags, Be the first to tag this record!
_version_ 1866901609036906496
author ସାହୁ, ଅଜୟ କୁମାର
author_facet ସାହୁ, ଅଜୟ କୁମାର
contents
ସଂକ୍ଷିପ୍ତସାର

ଭାରତବର୍ଷର ଐତିହାସିକ ଚିତ୍ର ଅନ୍ୟଦେଶ ଠାରୁ ଭିନ୍ନ  । ବିଳମ୍ବରେ ହେଲେ ମଧ୍ୟ ଆଜି ତାହା ଲୋକଲୋଚନକୁ ଆସିପାରିଥିବାରୁ, ଅତୀତର ଏହି ଗରିମା ଗୁଡିକ ମାନବ ସଭ୍ୟତା ପାଇଁ ପଥଦ୍ରଷ୍ଟା ହୋଇପାରିଛି  । ଉକ୍ତ ପ୍ରବନ୍ଧରେ ଐତିହାସିକ ଡ଼. ହରେକୃଷ୍ଣ ମହତାବଙ୍କ ଅନୁଭବୀ ଜୀବନ ଓ ଇତିହାସକୁ ଆଧାର କରି ରଚିତ ଗବେଷଣାତ୍ମକ ପୁସ୍ତକ ଦ୍ୱୟ ସଂପର୍କରେ ଆଲୋଚନା ହୋଇଛି  । ସ୍ୱାଧୀନ ଭାରତ ପାଇଁ ୧୯୨୧ ରୁ ୧୯୩୦ ଏହି ଦଶ ବର୍ଷର ଘଟଣା ଏକ ନୂତନ ମୋଡ ସୃଷ୍ଟି କରିଛି ବୋଲି ଉକ୍ତ ପ୍ରସଙ୍ଗକୁ ପ୍ରମାଣ କରିବା ସହିତ, ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ କେତେ ଘନିଷ୍ଠ ହୋଇପାରିଛି ତତ୍ସଂପର୍କୀତ ବିଭିନ୍ନ ଐତିହାସିକ ବିବରଣୀ ଆଧାରରେ ଯେଉଁ ଆଲୋଚନା କରିଛନ୍ତି, ତାହା ଓଡ଼ିଶା ଇତିହାସ ପାଇଁ ଏକ ସ୍ୱର୍ଣ୍ଣୀମ ଅଧ୍ୟାୟ ମନେହୁଏ  । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପାଇଁ ଥିବା ଦରଦି ହୃଦୟର କାରୁଣ୍ୟ ଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ପ୍ରତି ତତ୍ପରତା ମହତାବଙ୍କ ଏହି ଦୁଇ ପୁସ୍ତକ ‘ଦଶବର୍ଷର ଓଡ଼ିଶା’ ଓ ‘ଗାନ୍ଧିଜୀ ଓ ଓଡ଼ିଶା’ ପୁସ୍ତକରୁ ସ୍ପଷ୍ଟ ଆଭାସ ମିଳେ  । ଅତୀତର ଆଇନାରେ ଓଡ଼ିଶାକୁ ଆସିଥିବା ଅନେକ ଦୁର୍ବିପାକ ସତ୍ତ୍ୱେ କିପରି ସ୍ୱାଧୀନତା ସଂଗ୍ରାମର ଭିତ୍ତି ଓ ଭୂମିକୁ ଗୁରୁତ୍ୱ ଦେଇ ଏ ଜାତି ଅକଥନୀୟ ଅତ୍ୟାଚାର ସହିଛି ତାହା ଏଥିରେ ଆଲୋଚନା ହେବା ସହିତ, ଓଡ଼ିଶାର ଐତିହ୍ୟ, ଜାତୀୟତା  ପ୍ରୀତି ଓ ରାଷ୍ଟ୍ରଭକ୍ତି ନିମନ୍ତେ କିପରି ଉସôର୍ଗୀକୃତ ଥିଲା ତାହା ଏହି ନିବନ୍ଧର ମୂଳସ୍ୱର  ।

format Recurso digital
id zenodo_https___doi_org_10_5281_zenodo_14915024
institution Zenodo
language ory
publishDate 2025
publisher Zenodo
record_format zenodo
spellingShingle ଐତିହାସିକ ପ୍ରମାଣିକତାରୁ ଡ଼ଃ ମହତାବଙ୍କ 'ଦଶବର୍ଷର ଓଡ଼ିଶା', 'ଗାନ୍ଧିଜୀ ଓ ଓଡ଼ିଶା'"
ସାହୁ, ଅଜୟ କୁମାର
ପ୍ରମୁଖ ଶବ୍ଦାବଳୀ: ଐତିହ୍ୟ, ଭାରତବର୍ଷ, ଓଡ଼ିଶା, ଜାତୀୟତା, ସ୍ୱାଧୀନତା, ସତ୍ୟାଗ୍ରହ, ଆନେ୍ଦାଳନ, ପ୍ରତିବାଦ, ସଂଗ୍ରାମ, ମହତାବ, ମହାତ୍ମା ଗାନ୍ଧୀ

ସଂକ୍ଷିପ୍ତସାର

ଭାରତବର୍ଷର ଐତିହାସିକ ଚିତ୍ର ଅନ୍ୟଦେଶ ଠାରୁ ଭିନ୍ନ  । ବିଳମ୍ବରେ ହେଲେ ମଧ୍ୟ ଆଜି ତାହା ଲୋକଲୋଚନକୁ ଆସିପାରିଥିବାରୁ, ଅତୀତର ଏହି ଗରିମା ଗୁଡିକ ମାନବ ସଭ୍ୟତା ପାଇଁ ପଥଦ୍ରଷ୍ଟା ହୋଇପାରିଛି  । ଉକ୍ତ ପ୍ରବନ୍ଧରେ ଐତିହାସିକ ଡ଼. ହରେକୃଷ୍ଣ ମହତାବଙ୍କ ଅନୁଭବୀ ଜୀବନ ଓ ଇତିହାସକୁ ଆଧାର କରି ରଚିତ ଗବେଷଣାତ୍ମକ ପୁସ୍ତକ ଦ୍ୱୟ ସଂପର୍କରେ ଆଲୋଚନା ହୋଇଛି  । ସ୍ୱାଧୀନ ଭାରତ ପାଇଁ ୧୯୨୧ ରୁ ୧୯୩୦ ଏହି ଦଶ ବର୍ଷର ଘଟଣା ଏକ ନୂତନ ମୋଡ ସୃଷ୍ଟି କରିଛି ବୋଲି ଉକ୍ତ ପ୍ରସଙ୍ଗକୁ ପ୍ରମାଣ କରିବା ସହିତ, ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ କେତେ ଘନିଷ୍ଠ ହୋଇପାରିଛି ତତ୍ସଂପର୍କୀତ ବିଭିନ୍ନ ଐତିହାସିକ ବିବରଣୀ ଆଧାରରେ ଯେଉଁ ଆଲୋଚନା କରିଛନ୍ତି, ତାହା ଓଡ଼ିଶା ଇତିହାସ ପାଇଁ ଏକ ସ୍ୱର୍ଣ୍ଣୀମ ଅଧ୍ୟାୟ ମନେହୁଏ  । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପାଇଁ ଥିବା ଦରଦି ହୃଦୟର କାରୁଣ୍ୟ ଭାବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ପ୍ରତି ତତ୍ପରତା ମହତାବଙ୍କ ଏହି ଦୁଇ ପୁସ୍ତକ ‘ଦଶବର୍ଷର ଓଡ଼ିଶା’ ଓ ‘ଗାନ୍ଧିଜୀ ଓ ଓଡ଼ିଶା’ ପୁସ୍ତକରୁ ସ୍ପଷ୍ଟ ଆଭାସ ମିଳେ  । ଅତୀତର ଆଇନାରେ ଓଡ଼ିଶାକୁ ଆସିଥିବା ଅନେକ ଦୁର୍ବିପାକ ସତ୍ତ୍ୱେ କିପରି ସ୍ୱାଧୀନତା ସଂଗ୍ରାମର ଭିତ୍ତି ଓ ଭୂମିକୁ ଗୁରୁତ୍ୱ ଦେଇ ଏ ଜାତି ଅକଥନୀୟ ଅତ୍ୟାଚାର ସହିଛି ତାହା ଏଥିରେ ଆଲୋଚନା ହେବା ସହିତ, ଓଡ଼ିଶାର ଐତିହ୍ୟ, ଜାତୀୟତା  ପ୍ରୀତି ଓ ରାଷ୍ଟ୍ରଭକ୍ତି ନିମନ୍ତେ କିପରି ଉସôର୍ଗୀକୃତ ଥିଲା ତାହା ଏହି ନିବନ୍ଧର ମୂଳସ୍ୱର  ।

title ଐତିହାସିକ ପ୍ରମାଣିକତାରୁ ଡ଼ଃ ମହତାବଙ୍କ 'ଦଶବର୍ଷର ଓଡ଼ିଶା', 'ଗାନ୍ଧିଜୀ ଓ ଓଡ଼ିଶା'"
topic ପ୍ରମୁଖ ଶବ୍ଦାବଳୀ: ଐତିହ୍ୟ, ଭାରତବର୍ଷ, ଓଡ଼ିଶା, ଜାତୀୟତା, ସ୍ୱାଧୀନତା, ସତ୍ୟାଗ୍ରହ, ଆନେ୍ଦାଳନ, ପ୍ରତିବାଦ, ସଂଗ୍ରାମ, ମହତାବ, ମହାତ୍ମା ଗାନ୍ଧୀ
url https://doi.org/10.5281/zenodo.14915024