'ବୁଲାଦାସ' - ସାମାଜିକ ଚରିତ୍ରର ଅନନ୍ୟ ରୂପକାର

Fuente: Zenodo
Saved in:
Bibliographic Details
Main Author: ମହାନ୍ତି, ଜ୍ୟୋତିରଞ୍ଜନ
Format: Recurso digital
Language:Odia
Published: Zenodo 2025
Subjects:
Online Access:
Tags: Add Tag
No Tags, Be the first to tag this record!
_version_ 1866901502056988672
author ମହାନ୍ତି, ଜ୍ୟୋତିରଞ୍ଜନ
author_facet ମହାନ୍ତି, ଜ୍ୟୋତିରଞ୍ଜନ
contents
ସଂକ୍ଷିପ୍ତସାର

ପ୍ରତି  ଜୀବନର ଅଭିଳଷିତ ଲକ୍ଷ୍ୟ -ସୁଖ ପ୍ରାପ୍ତି। ଏଇ ସୁଖ ପ୍ରାପ୍ତି ପାଇଁ ତମାମ ଜୀବନ ମଣିଷ ସଂଘର୍ଷ କରେ। ଏ ସଂଘର୍ଷର ପଥ ସବୁବେଳେ ସୁଗମ ନଥାଏ। ଏଇ ପ୍ରଲମ୍ବିତ ରାସ୍ତାର ପ୍ରସ୍ଥେପ୍ରସ୍ଥେ  ମଣିଷ ଭେଟେ ଅନେକ ଚରିତ୍ର ଓ ଘଟଣାକୁ। ଯେଉଁ ଚରିତ୍ର ଓ ଘଟଣାସବୁ ତାକୁ ଦେଇଥାନ୍ତି କେତେକେତେ ଅସରନ୍ତି ବିପର୍ଯ୍ୟୟ ତ ଆଉ କେତେବେଳେ ସାମାନ୍ୟ  ସନ୍ତୋଷ। ବୁଲା ଦାସର ଅନ୍ତହୀନ ସଂଘର୍ଷ, ସଂଗ୍ରାମ ପଥରେ ପ୍ରତାରଣା  ଓ  ତା ଜୀବନର ଅନ୍ତିମ  ପରିଣତିର ଏକ କାରୁଣ୍ୟଭରା  କଥାରୂପକୁ ଆଧାର କରି ରଚିତ ଔପନ୍ୟାସିକ ଶରତ କୁମାର ସାହୁଙ୍କ 'ବୁଲାଦାସ' ଉପନ୍ୟାସ।

format Recurso digital
id zenodo_https___doi_org_10_5281_zenodo_14915058
institution Zenodo
language ory
publishDate 2025
publisher Zenodo
record_format zenodo
spellingShingle 'ବୁଲାଦାସ' - ସାମାଜିକ ଚରିତ୍ରର ଅନନ୍ୟ ରୂପକାର
ମହାନ୍ତି, ଜ୍ୟୋତିରଞ୍ଜନ
ପ୍ରମୁଖ ଶବ୍ଦାବଳୀ: ଏକ, କାରୁଣ୍ୟଭରା, କଥାରୂପ, ବୁଲାଦାସ, ଉପନ୍ୟାସ

ସଂକ୍ଷିପ୍ତସାର

ପ୍ରତି  ଜୀବନର ଅଭିଳଷିତ ଲକ୍ଷ୍ୟ -ସୁଖ ପ୍ରାପ୍ତି। ଏଇ ସୁଖ ପ୍ରାପ୍ତି ପାଇଁ ତମାମ ଜୀବନ ମଣିଷ ସଂଘର୍ଷ କରେ। ଏ ସଂଘର୍ଷର ପଥ ସବୁବେଳେ ସୁଗମ ନଥାଏ। ଏଇ ପ୍ରଲମ୍ବିତ ରାସ୍ତାର ପ୍ରସ୍ଥେପ୍ରସ୍ଥେ  ମଣିଷ ଭେଟେ ଅନେକ ଚରିତ୍ର ଓ ଘଟଣାକୁ। ଯେଉଁ ଚରିତ୍ର ଓ ଘଟଣାସବୁ ତାକୁ ଦେଇଥାନ୍ତି କେତେକେତେ ଅସରନ୍ତି ବିପର୍ଯ୍ୟୟ ତ ଆଉ କେତେବେଳେ ସାମାନ୍ୟ  ସନ୍ତୋଷ। ବୁଲା ଦାସର ଅନ୍ତହୀନ ସଂଘର୍ଷ, ସଂଗ୍ରାମ ପଥରେ ପ୍ରତାରଣା  ଓ  ତା ଜୀବନର ଅନ୍ତିମ  ପରିଣତିର ଏକ କାରୁଣ୍ୟଭରା  କଥାରୂପକୁ ଆଧାର କରି ରଚିତ ଔପନ୍ୟାସିକ ଶରତ କୁମାର ସାହୁଙ୍କ 'ବୁଲାଦାସ' ଉପନ୍ୟାସ।

title 'ବୁଲାଦାସ' - ସାମାଜିକ ଚରିତ୍ରର ଅନନ୍ୟ ରୂପକାର
topic ପ୍ରମୁଖ ଶବ୍ଦାବଳୀ: ଏକ, କାରୁଣ୍ୟଭରା, କଥାରୂପ, ବୁଲାଦାସ, ଉପନ୍ୟାସ
url https://doi.org/10.5281/zenodo.14915058