ବିଶ୍ୱଦୃଷ୍ଟିରେ ସାଂଧ୍ୟଭାଷାର ଅର୍ବାଚୀନ ଅର୍ଘ୍ୟ: ଚମ୍ପାଫୁଲ
Fuente:
Zenodo
Enregistré dans:
| Auteur principal: | |

| Format: | Recurso digital |
| Publié: |
Zenodo
2025

| Accès en ligne: | |
| Tags: |
Ajouter un tag
Pas de tags, Soyez le premier à ajouter un tag!

| _version_ | 1866901469275357184 |

| author | ନାୟକ, ସନ୍ତୋଷ କୁମାର |
| author_facet | ନାୟକ, ସନ୍ତୋଷ କୁମାର |
| contents |
ସଂକ୍ଷିପ୍ତସାର

ଏହି ପ୍ରବନ୍ଧରେ ଗୁରୁପ୍ରସାଦ ମହାନ୍ତିଙ୍କ ‘ଚଂପାଫୁଲ’ ସନେଟ୍ର ବିନିର୍ମାଣ କରିବା ସଂଗେ ସଂଗେ ଏହାର ପ୍ରତୀକାତ୍ମକ ବୈଶିଷ୍ଟ୍ୟ, ଆର୍କିଟାଇପାଲ୍ ବୈଶିଷ୍ଟ୍ୟ ଏବଂ ସ୍ଥିତିବାଦୀ ଆବେଦନର ଉପପାଦ୍ୟକୁ ବିଶ୍ଳେଷଣ କରାଯାଇଛି । ଗୁରୁପ୍ରସାଦ ମହାନ୍ତି ଯଥାର୍ଥରେ ଜଣେ ଅଦ୍ୱିତୀୟ ସାରସ୍ୱତ ସ୍ରଷ୍ଟା । ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟର ଏହି କବିତାରେ ଏତେ ମାତ୍ରାରେ ବ୍ୟଂଜନାଶକ୍ତି ଥିବା ହେତୁ ସମାଲୋଚନାକୁ ଏହା ଖାଲି ତଟସ୍ଥ କରି ନଥାଏ, ବରଂ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ଏହି ଆଲୋଚନାରେ ‘ଚଂପାଫୁଲ’ କବିତାକୁ ବିଶ୍ୱଦୃଷ୍ଟିରେ ବିଚାର କରାଯାଇଛି । ଦର୍ଶନ, ମନସ୍ତତ୍ତ୍ୱ, ବିଶ୍ୱର ବିଭିନ୍ନ ସଭ୍ୟତା, ସଂସ୍କୃତି, ସାମାଜିକ ପ୍ରଥା-ପରଂପରା ପ୍ରଭୃତି ଦୃଷ୍ଟିରେ ଏହାର ବିବେଚନା କରାଯାଇଛି । ପରିଶେଷରେ ‘ଚଂପାଫୁଲ’ କବିତାର ଭାଷାକୁ ଅର୍ବାଚୀନ ‘ସନ୍ଧା ଭାଷା’ ବା ‘ସାଂଧ୍ୟ ଭାଷା’ ବୋଲି କୁହାଯାଇଛି ଓ ପ୍ରମାଣ ମଧ୍ୟ କରାଯାଇଛି । ଏଣୁ ଏହାକୁ “ନୂତନ ଚର୍ଯ୍ୟାଗୀତିକା” ବୋଲି ଅଭିହିତ ମଧ୍ୟ କରାଯାଇଛି ।

| format | Recurso digital |
| id | zenodo_https___doi_org_10_5281_zenodo_16919373 |
| institution | Zenodo |
| language | |
| publishDate | 2025 |
| publisher | Zenodo |
| record_format | zenodo |
| spellingShingle | ବିଶ୍ୱଦୃଷ୍ଟିରେ ସାଂଧ୍ୟଭାଷାର ଅର୍ବାଚୀନ ଅର୍ଘ୍ୟ: ଚମ୍ପାଫୁଲ ନାୟକ, ସନ୍ତୋଷ କୁମାର
ସଂକ୍ଷିପ୍ତସାର

ଏହି ପ୍ରବନ୍ଧରେ ଗୁରୁପ୍ରସାଦ ମହାନ୍ତିଙ୍କ ‘ଚଂପାଫୁଲ’ ସନେଟ୍ର ବିନିର୍ମାଣ କରିବା ସଂଗେ ସଂଗେ ଏହାର ପ୍ରତୀକାତ୍ମକ ବୈଶିଷ୍ଟ୍ୟ, ଆର୍କିଟାଇପାଲ୍ ବୈଶିଷ୍ଟ୍ୟ ଏବଂ ସ୍ଥିତିବାଦୀ ଆବେଦନର ଉପପାଦ୍ୟକୁ ବିଶ୍ଳେଷଣ କରାଯାଇଛି । ଗୁରୁପ୍ରସାଦ ମହାନ୍ତି ଯଥାର୍ଥରେ ଜଣେ ଅଦ୍ୱିତୀୟ ସାରସ୍ୱତ ସ୍ରଷ୍ଟା । ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟର ଏହି କବିତାରେ ଏତେ ମାତ୍ରାରେ ବ୍ୟଂଜନାଶକ୍ତି ଥିବା ହେତୁ ସମାଲୋଚନାକୁ ଏହା ଖାଲି ତଟସ୍ଥ କରି ନଥାଏ, ବରଂ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ଏହି ଆଲୋଚନାରେ ‘ଚଂପାଫୁଲ’ କବିତାକୁ ବିଶ୍ୱଦୃଷ୍ଟିରେ ବିଚାର କରାଯାଇଛି । ଦର୍ଶନ, ମନସ୍ତତ୍ତ୍ୱ, ବିଶ୍ୱର ବିଭିନ୍ନ ସଭ୍ୟତା, ସଂସ୍କୃତି, ସାମାଜିକ ପ୍ରଥା-ପରଂପରା ପ୍ରଭୃତି ଦୃଷ୍ଟିରେ ଏହାର ବିବେଚନା କରାଯାଇଛି । ପରିଶେଷରେ ‘ଚଂପାଫୁଲ’ କବିତାର ଭାଷାକୁ ଅର୍ବାଚୀନ ‘ସନ୍ଧା ଭାଷା’ ବା ‘ସାଂଧ୍ୟ ଭାଷା’ ବୋଲି କୁହାଯାଇଛି ଓ ପ୍ରମାଣ ମଧ୍ୟ କରାଯାଇଛି । ଏଣୁ ଏହାକୁ “ନୂତନ ଚର୍ଯ୍ୟାଗୀତିକା” ବୋଲି ଅଭିହିତ ମଧ୍ୟ କରାଯାଇଛି ।

| title | ବିଶ୍ୱଦୃଷ୍ଟିରେ ସାଂଧ୍ୟଭାଷାର ଅର୍ବାଚୀନ ଅର୍ଘ୍ୟ: ଚମ୍ପାଫୁଲ |
| url | https://doi.org/10.5281/zenodo.16919373 |