ମାନବିକ ଚେତନାର ନୂତନ ଭାଷ୍ୟ "ଭାସ୍ଵତୀ": ଏକ ବିହଙ୍ଗାବଲୋକନ

Fuente: Zenodo
Enregistré dans:
Détails bibliographiques
Auteur principal: ନାଏକ, ବେବୀ
Format: Recurso digital
Langue:Odia
Publié: Zenodo 2026
Sujets:
Accès en ligne:
Tags: Ajouter un tag
Pas de tags, Soyez le premier à ajouter un tag!
_version_ 1866901793193066496
author ନାଏକ, ବେବୀ
author_facet ନାଏକ, ବେବୀ
contents
ଜୀବନ ବୈଚିତ୍ରମୟ : ବହୁ ବର୍ଣ୍ଣର ଏହା ଏକ ବିଚିତ୍ର ବର୍ଣ୍ଣବୋଧ l ମଣିଷ ଜୀବନର କ୍ଷୁଦ୍ରାତିକ୍ଷୁଦ୍ର ଘଟଣାଠାରୁ ଆରମ୍ଭ କରି ଏକ ସ୍ମରଣୀୟ  ମୁହୂର୍ତ୍ତାଂଶର ସାର୍ଥକ ରୂପକାର ହେଉଛି - କ୍ଷୁଦ୍ରଗଳ୍ପ l ଆକାର ଦୃଷ୍ଟିରୁ କ୍ଷୁଦ୍ରଗଳ୍ପର ପରିସର କ୍ଷୁଦ୍ର ହେଲେ ବି ଏଥିରେ ଥାଏ କାବ୍ୟର ରସଘନତା,କବିତାର ଗୀତିମୟତା, ପ୍ରବନ୍ଧର ମନ୍ମୟତା,ନାଟକର ନାଟକୀୟତା ଓ  ସର୍ବୋପରି ଉପନ୍ୟାସର କାହାଣୀଧର୍ମୀତା  l ଏହି ମିଶ୍ର ସ୍ଵାଦ ହିଁ ଜୀବନ ଯୁଦ୍ଧରେ ଝୁଣ୍ଟି ପଡ଼ିଥିବା ମଣିଷକୁ କରେ ଆକର୍ଷିତ l ସେହିପରି ଏକ ଐନ୍ଦ୍ରଜାଲିକ ବାସ୍ତବତାକୁ କଥା ଓ କାହାଣୀର ନୂତନ ସଂଜ୍ଞା ଦେଇଥିବା ମାନବବାଦୀ କଥାଶିଳ୍ପୀ ହେଉଛନ୍ତି ଗାଳ୍ପିକ ତରୁଣ କାନ୍ତି ମିଶ୍ର l ଯାହାଙ୍କର ଗଳ୍ପରେ ଗଭୀର ଅନ୍ତର୍ମୁଖୀ ଅନୁଭବ ଠାରୁ ଆରମ୍ଭ କରି ବିଦଗ୍ଧ ରସ ଚେତନା ପର୍ଯ୍ୟନ୍ତ ସୀମାରେଖା ଟାଣି ରହିଛି ,ଆହୁରି ରହିଛି ମଧ୍ୟ ସମ୍ବେଦନଶୀଳତାର ଏକ ମାର୍ମିକ ଉପଲବ୍ଧି l

format Recurso digital
id zenodo_https___doi_org_10_5281_zenodo_18185656
institution Zenodo
language ory
publishDate 2026
publisher Zenodo
record_format zenodo
spellingShingle ମାନବିକ ଚେତନାର ନୂତନ ଭାଷ୍ୟ "ଭାସ୍ଵତୀ": ଏକ ବିହଙ୍ଗାବଲୋକନ
ନାଏକ, ବେବୀ
ନଷ୍ଟାଲଜିଆ ,ଝକମକି ପଥର, ମୃତ୍ୟୁ, ସ୍ଵପ୍ନ, ମାନବିକତା, ସମ୍ବେଦନଶୀଳତା, ଅଲୌକିକତା, ଅତିତାଭିମୁଖୀ

ଜୀବନ ବୈଚିତ୍ରମୟ : ବହୁ ବର୍ଣ୍ଣର ଏହା ଏକ ବିଚିତ୍ର ବର୍ଣ୍ଣବୋଧ l ମଣିଷ ଜୀବନର କ୍ଷୁଦ୍ରାତିକ୍ଷୁଦ୍ର ଘଟଣାଠାରୁ ଆରମ୍ଭ କରି ଏକ ସ୍ମରଣୀୟ  ମୁହୂର୍ତ୍ତାଂଶର ସାର୍ଥକ ରୂପକାର ହେଉଛି - କ୍ଷୁଦ୍ରଗଳ୍ପ l ଆକାର ଦୃଷ୍ଟିରୁ କ୍ଷୁଦ୍ରଗଳ୍ପର ପରିସର କ୍ଷୁଦ୍ର ହେଲେ ବି ଏଥିରେ ଥାଏ କାବ୍ୟର ରସଘନତା,କବିତାର ଗୀତିମୟତା, ପ୍ରବନ୍ଧର ମନ୍ମୟତା,ନାଟକର ନାଟକୀୟତା ଓ  ସର୍ବୋପରି ଉପନ୍ୟାସର କାହାଣୀଧର୍ମୀତା  l ଏହି ମିଶ୍ର ସ୍ଵାଦ ହିଁ ଜୀବନ ଯୁଦ୍ଧରେ ଝୁଣ୍ଟି ପଡ଼ିଥିବା ମଣିଷକୁ କରେ ଆକର୍ଷିତ l ସେହିପରି ଏକ ଐନ୍ଦ୍ରଜାଲିକ ବାସ୍ତବତାକୁ କଥା ଓ କାହାଣୀର ନୂତନ ସଂଜ୍ଞା ଦେଇଥିବା ମାନବବାଦୀ କଥାଶିଳ୍ପୀ ହେଉଛନ୍ତି ଗାଳ୍ପିକ ତରୁଣ କାନ୍ତି ମିଶ୍ର l ଯାହାଙ୍କର ଗଳ୍ପରେ ଗଭୀର ଅନ୍ତର୍ମୁଖୀ ଅନୁଭବ ଠାରୁ ଆରମ୍ଭ କରି ବିଦଗ୍ଧ ରସ ଚେତନା ପର୍ଯ୍ୟନ୍ତ ସୀମାରେଖା ଟାଣି ରହିଛି ,ଆହୁରି ରହିଛି ମଧ୍ୟ ସମ୍ବେଦନଶୀଳତାର ଏକ ମାର୍ମିକ ଉପଲବ୍ଧି l

title ମାନବିକ ଚେତନାର ନୂତନ ଭାଷ୍ୟ "ଭାସ୍ଵତୀ": ଏକ ବିହଙ୍ଗାବଲୋକନ
topic ନଷ୍ଟାଲଜିଆ ,ଝକମକି ପଥର, ମୃତ୍ୟୁ, ସ୍ଵପ୍ନ, ମାନବିକତା, ସମ୍ବେଦନଶୀଳତା, ଅଲୌକିକତା, ଅତିତାଭିମୁଖୀ
url https://doi.org/10.5281/zenodo.18185656