କଳିଙ୍ଗରେ ପାଲିର ସ୍ୱରୂପ

Fuente: Zenodo
Saved in:
Bibliographic Details
Main Author: ନାୟକ, କଳ୍ପତରୁ
Format: Recurso digital
Language:Odia
Published: Zenodo 2026
Subjects:
Online Access:
Tags: Add Tag
No Tags, Be the first to tag this record!
_version_ 1866901213976461312
author ନାୟକ, କଳ୍ପତରୁ
author_facet ନାୟକ, କଳ୍ପତରୁ
contents
ଭଗବାନ ବୁଦ୍ଧଦେବ (ଖ୍ରୀ.ପୂ ୫୬୭) ନିଜର ଧର୍ମମତକୁ ପାଲି ଭାଷାରେ ପ୍ରଚାର କରୁଥିଲେ । ସମ୍ରାଟ ଅଶୋକ (ଖ୍ରୀ.ପୂ ୨୬୭)ଙ୍କ ଧର୍ମଲେଖ ଓ ଶିଳାଲେଖର ଭାଷା ଥିଲା ‘ପାଲି’ । ଏଣୁ କୁହାଯାଇପାରେ ଯେ ପାଲି ଭାଷା ଦୀର୍ଘ ୬୦୦ ବର୍ଷ ବା ତାହାର ପୂର୍ବରୁ ଭାରତବର୍ଷର ଜନସାଧାରଣଙ୍କ ଦ୍ୱାରା କଥିତ ଥିଲା । ମଗଧ ସମ୍ରାଟ ଅଶୋକଙ୍କ କଲିଙ୍ଗ ବିଜୟ ହେତୁ ଓଡ଼ିଶାରେ ପାଲି ଭାଷାର ଲିପିବଦ୍ଧ ରୂପ ଦେଖିବାକୁ ମିଳେ । ଭୁବନେଶ୍ୱର ନିକଟସ୍ଥ ଧଉଳୀ ଶିଳାଲେଖ ଏବଂ ଗଞ୍ଜାମ ଜିଲ୍ଲା ନିକଟସ୍ଥ ଜଉଗଡ଼ ଶିଳାଲେଖ ଏହାର ପ୍ରମାଣ । ଉଭୟ ଶିଳାଲେଖର ଲିପି ‘ବ୍ରାହ୍ମୀ’ ଏବଂ ଭାଷା ‘ପାଲି’ । କଳିଙ୍ଗର ଶିଳାଲେଖରେ ଲିପିବଦ୍ଧ ପାଲି ଭାଷାଠାରୁ କାଲସୀ, ଗିରିନାର, ମାନସେହରା ଏବଂ ଶାହବଜଗଡ଼ୀ ଶିଳାଲେଖରେ ବ୍ୟବହୃତ ପାଲି ଭିନ୍ନ । ଏଣୁ ଅଞ୍ଚଳ ଭେଦରେ ପାଲିଭାଷାର ରୂପରେ ଭିନ୍ନତା ଆସୁଥିବାରୁ କଳିଙ୍ଗରେ ଲିପିବଦ୍ଧ ପାଲିର ସ୍ୱତନ୍ତ୍ରତା ରହିଛି ।

format Recurso digital
id zenodo_https___doi_org_10_5281_zenodo_18185783
institution Zenodo
language ory
publishDate 2026
publisher Zenodo
record_format zenodo
spellingShingle କଳିଙ୍ଗରେ ପାଲିର ସ୍ୱରୂପ
ନାୟକ, କଳ୍ପତରୁ
ପାଲି, ଅଶୋକ, କଳିଙ୍ଗ, କାଲସୀ, ଗିରିନାର, ମାନସେହରା, ଶାହବଜଗଡ଼ୀ, ଧଉଳୀ, ଜଉଗଡ଼, ବ୍ୟାକରଣ, ସୂତ୍ର, ଭାଷା

ଭଗବାନ ବୁଦ୍ଧଦେବ (ଖ୍ରୀ.ପୂ ୫୬୭) ନିଜର ଧର୍ମମତକୁ ପାଲି ଭାଷାରେ ପ୍ରଚାର କରୁଥିଲେ । ସମ୍ରାଟ ଅଶୋକ (ଖ୍ରୀ.ପୂ ୨୬୭)ଙ୍କ ଧର୍ମଲେଖ ଓ ଶିଳାଲେଖର ଭାଷା ଥିଲା ‘ପାଲି’ । ଏଣୁ କୁହାଯାଇପାରେ ଯେ ପାଲି ଭାଷା ଦୀର୍ଘ ୬୦୦ ବର୍ଷ ବା ତାହାର ପୂର୍ବରୁ ଭାରତବର୍ଷର ଜନସାଧାରଣଙ୍କ ଦ୍ୱାରା କଥିତ ଥିଲା । ମଗଧ ସମ୍ରାଟ ଅଶୋକଙ୍କ କଲିଙ୍ଗ ବିଜୟ ହେତୁ ଓଡ଼ିଶାରେ ପାଲି ଭାଷାର ଲିପିବଦ୍ଧ ରୂପ ଦେଖିବାକୁ ମିଳେ । ଭୁବନେଶ୍ୱର ନିକଟସ୍ଥ ଧଉଳୀ ଶିଳାଲେଖ ଏବଂ ଗଞ୍ଜାମ ଜିଲ୍ଲା ନିକଟସ୍ଥ ଜଉଗଡ଼ ଶିଳାଲେଖ ଏହାର ପ୍ରମାଣ । ଉଭୟ ଶିଳାଲେଖର ଲିପି ‘ବ୍ରାହ୍ମୀ’ ଏବଂ ଭାଷା ‘ପାଲି’ । କଳିଙ୍ଗର ଶିଳାଲେଖରେ ଲିପିବଦ୍ଧ ପାଲି ଭାଷାଠାରୁ କାଲସୀ, ଗିରିନାର, ମାନସେହରା ଏବଂ ଶାହବଜଗଡ଼ୀ ଶିଳାଲେଖରେ ବ୍ୟବହୃତ ପାଲି ଭିନ୍ନ । ଏଣୁ ଅଞ୍ଚଳ ଭେଦରେ ପାଲିଭାଷାର ରୂପରେ ଭିନ୍ନତା ଆସୁଥିବାରୁ କଳିଙ୍ଗରେ ଲିପିବଦ୍ଧ ପାଲିର ସ୍ୱତନ୍ତ୍ରତା ରହିଛି ।

title କଳିଙ୍ଗରେ ପାଲିର ସ୍ୱରୂପ
topic ପାଲି, ଅଶୋକ, କଳିଙ୍ଗ, କାଲସୀ, ଗିରିନାର, ମାନସେହରା, ଶାହବଜଗଡ଼ୀ, ଧଉଳୀ, ଜଉଗଡ଼, ବ୍ୟାକରଣ, ସୂତ୍ର, ଭାଷା
url https://doi.org/10.5281/zenodo.18185783