ପରଜଙ୍ଗ ଅଂଚଳର ଲୋକବାଣୀର ପ୍ରକରଣ ସୌନ୍ଦର୍ଯ୍ୟ - ଏକ ସମୀକ୍ଷାତ୍ମକ ଦୃଷ୍ଟି
Fuente:
Zenodo
Gespeichert in:
| 1. Verfasser: | |

| Format: | Recurso digital |
| Sprache: | Odia |
| Veröffentlicht: |
Zenodo
2026

| Schlagworte: | |
| Online-Zugang: | |
| Tags: |
Tag hinzufügen
Keine Tags, Fügen Sie den ersten Tag hinzu!

| _version_ | 1866901392040394752 |

| author | ସାହୁ, ସୁବେଦିତା |
| author_facet | ସାହୁ, ସୁବେଦିତା |
| contents |
ପରଜଙ୍ଗ ଅଂଚଳ ଓଡିଶାର ମାଟି , ମଣିଷ ଓ ପରିବେଶ ସହିତ ଅଭିନ୍ନ ଭାବରେ ଜଡିତ ଏକ ସାଂସ୍କୃତିକ କେନ୍ଦ୍ର । ଏହି ଅଂଚଳ ଓଡିଶାର ଏକ ସଂସ୍କୃତିମୟ ମାଟି ଭାବରେ ସୁପରିଚିତ । ଏଠିକାର ଲୋକମାନଙ୍କ ଜୀବନ ପ୍ରବାହର ଏକ ଅଖଣ୍ଡ ଅଂଶ ହେଉଛି ଲୋକବାଣୀ ଯାହା ଗ୍ରାମ୍ୟ ଜୀବନର ଆତ୍ମା ତଥା ଲୋକସାହିତ୍ୟ ଓ ସଂସ୍କୃତିର ଜୀବନ୍ତ ପ୍ରତିନିଧି । ଏହି ଲୋକବାଣୀଗୁଡିକରେ ଜନଜୀବନର ଜୀବିକା , ସରଳତା , ଆସ୍ଥା , ଅନୁଭୂତି , ଉତ୍ସବ , ପର୍ବପର୍ବାଣି , ଧାର୍ମିକ ବିଶ୍ୱାସ ଓ ଦୈନନ୍ଦିନ , ଜୀବନର ପ୍ରତିଛବିକୁ ସହୃଦୟତାର ସହ ଆମେ ଉପଲବ୍ଧି କରିପାରିବା । ଏହା ସେମାନଙ୍କ ଜୀବନଚର୍ଯ୍ୟା , ପରମ୍ପରା ଓ ସାମାଜିକ ସଂସ୍କାର ସହ ନିବିଡ ଭାବେ ସଂଲଗ୍ନିତ । ବାସ୍ତବରେ ଲୋକବାଣୀମାନେ କେବଳ ମନୋରଞ୍ଜନର ଅଂଶ ନୁହେଁ ଏହା ଜୀବନଦର୍ଶନ , ନୈତିକ ମୂଲ୍ୟ ଓ ଜନଜୀବନର ସାହିତ୍ୟିକ ପ୍ରତିଧ୍ୱନି । ପରଜଙ୍ଗ ଅଂଚଳର ଲୋକବାଣୀର ପ୍ରକରଣ ସୌନ୍ଦର୍ଯ୍ୟରେ ତାହାର ସରଳ ଭାଷା , ଉପମାତ୍ମକ ଭାବ , ଧ୍ୱନିସଂଗତି ଓ ଲୟଗତ ଗଠନର ବୈଚିତ୍ର୍ୟତା ଅନୁଭୂତ ହୁଏ । ଏଥିରେ ବ୍ୟବହୃତ ହୋଇଥିବା ଆଂଚଳିକ ଭାଷା , ରସ , ଧ୍ୱନି ଓ ଶବ୍ଦର ସୂକ୍ଷ୍ମତା ଏହାକୁ ଆକର୍ଷଣୀୟ କରିଛି । ଏହି ଅଂଚଳର ଜନଜୀବନର ସଂସ୍ପର୍ଶ ପାଇବା ଯୋଗୁଁ ଲୋକବାଣୀକୁ ସ୍ୱାଭାବିକ ଓ ସଜୀବ ହୋଇଉଠିଛନ୍ତି । ସେହିପରି ଲୋକବାଣୀ ଲୋକମାନଙ୍କ ଚେତନାର ସ୍ୱର ହୋଇ ଆଂଚଳିକ ସାହିତ୍ୟର ସୌନ୍ଦର୍ଯ୍ୟକୁ ସୁଶୋଭିତ କରିଛି ଯାହାକୁ ଉକ୍ତ ପ୍ରବନ୍ଧ ମାଧ୍ୟମରେ ମୁଁ ପ୍ରକାଶିତ କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଛି ।

| format | Recurso digital |
| id | zenodo_https___doi_org_10_5281_zenodo_18529250 |
| institution | Zenodo |
| language | ory |
| publishDate | 2026 |
| publisher | Zenodo |
| record_format | zenodo |
| spellingShingle | ପରଜଙ୍ଗ ଅଂଚଳର ଲୋକବାଣୀର ପ୍ରକରଣ ସୌନ୍ଦର୍ଯ୍ୟ - ଏକ ସମୀକ୍ଷାତ୍ମକ ଦୃଷ୍ଟି ସାହୁ, ସୁବେଦିତା ପ୍ରକରଣ ସୌନ୍ଦର୍ଯ୍ୟ , ଲୋକବାଣୀ , ଧ୍ୱନି ସଙ୍ଗତି , ଜୀବନଚର୍ଯ୍ୟା , ବୈଚିତ୍ର୍ୟତା
ପରଜଙ୍ଗ ଅଂଚଳ ଓଡିଶାର ମାଟି , ମଣିଷ ଓ ପରିବେଶ ସହିତ ଅଭିନ୍ନ ଭାବରେ ଜଡିତ ଏକ ସାଂସ୍କୃତିକ କେନ୍ଦ୍ର । ଏହି ଅଂଚଳ ଓଡିଶାର ଏକ ସଂସ୍କୃତିମୟ ମାଟି ଭାବରେ ସୁପରିଚିତ । ଏଠିକାର ଲୋକମାନଙ୍କ ଜୀବନ ପ୍ରବାହର ଏକ ଅଖଣ୍ଡ ଅଂଶ ହେଉଛି ଲୋକବାଣୀ ଯାହା ଗ୍ରାମ୍ୟ ଜୀବନର ଆତ୍ମା ତଥା ଲୋକସାହିତ୍ୟ ଓ ସଂସ୍କୃତିର ଜୀବନ୍ତ ପ୍ରତିନିଧି । ଏହି ଲୋକବାଣୀଗୁଡିକରେ ଜନଜୀବନର ଜୀବିକା , ସରଳତା , ଆସ୍ଥା , ଅନୁଭୂତି , ଉତ୍ସବ , ପର୍ବପର୍ବାଣି , ଧାର୍ମିକ ବିଶ୍ୱାସ ଓ ଦୈନନ୍ଦିନ , ଜୀବନର ପ୍ରତିଛବିକୁ ସହୃଦୟତାର ସହ ଆମେ ଉପଲବ୍ଧି କରିପାରିବା । ଏହା ସେମାନଙ୍କ ଜୀବନଚର୍ଯ୍ୟା , ପରମ୍ପରା ଓ ସାମାଜିକ ସଂସ୍କାର ସହ ନିବିଡ ଭାବେ ସଂଲଗ୍ନିତ । ବାସ୍ତବରେ ଲୋକବାଣୀମାନେ କେବଳ ମନୋରଞ୍ଜନର ଅଂଶ ନୁହେଁ ଏହା ଜୀବନଦର୍ଶନ , ନୈତିକ ମୂଲ୍ୟ ଓ ଜନଜୀବନର ସାହିତ୍ୟିକ ପ୍ରତିଧ୍ୱନି । ପରଜଙ୍ଗ ଅଂଚଳର ଲୋକବାଣୀର ପ୍ରକରଣ ସୌନ୍ଦର୍ଯ୍ୟରେ ତାହାର ସରଳ ଭାଷା , ଉପମାତ୍ମକ ଭାବ , ଧ୍ୱନିସଂଗତି ଓ ଲୟଗତ ଗଠନର ବୈଚିତ୍ର୍ୟତା ଅନୁଭୂତ ହୁଏ । ଏଥିରେ ବ୍ୟବହୃତ ହୋଇଥିବା ଆଂଚଳିକ ଭାଷା , ରସ , ଧ୍ୱନି ଓ ଶବ୍ଦର ସୂକ୍ଷ୍ମତା ଏହାକୁ ଆକର୍ଷଣୀୟ କରିଛି । ଏହି ଅଂଚଳର ଜନଜୀବନର ସଂସ୍ପର୍ଶ ପାଇବା ଯୋଗୁଁ ଲୋକବାଣୀକୁ ସ୍ୱାଭାବିକ ଓ ସଜୀବ ହୋଇଉଠିଛନ୍ତି । ସେହିପରି ଲୋକବାଣୀ ଲୋକମାନଙ୍କ ଚେତନାର ସ୍ୱର ହୋଇ ଆଂଚଳିକ ସାହିତ୍ୟର ସୌନ୍ଦର୍ଯ୍ୟକୁ ସୁଶୋଭିତ କରିଛି ଯାହାକୁ ଉକ୍ତ ପ୍ରବନ୍ଧ ମାଧ୍ୟମରେ ମୁଁ ପ୍ରକାଶିତ କରିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଇଛି ।

| title | ପରଜଙ୍ଗ ଅଂଚଳର ଲୋକବାଣୀର ପ୍ରକରଣ ସୌନ୍ଦର୍ଯ୍ୟ - ଏକ ସମୀକ୍ଷାତ୍ମକ ଦୃଷ୍ଟି |
| topic | ପ୍ରକରଣ ସୌନ୍ଦର୍ଯ୍ୟ , ଲୋକବାଣୀ , ଧ୍ୱନି ସଙ୍ଗତି , ଜୀବନଚର୍ଯ୍ୟା , ବୈଚିତ୍ର୍ୟତା |
| url | https://doi.org/10.5281/zenodo.18529250 |